ପୁତିନଙ୍କୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ
Vladimir Putin: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଯୁଦ୍ଧ ବନ୍ଦ ନ କଲେ ଋଷ ଉପରେ ନୂଆ କଟକଣା ଲାଗୁ କରାଯିବା ନେଇ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ତୁରନ୍ତ ୟୁକ୍ରେନ ସହ ଆଲୋଚନା କରି ଯୁଦ୍ଧ ବନ୍ଧ କରାଯାଉ ନଚେତ୍ ଯଦି ଯୁଦ୍ଧ ଜାରି ରୁହେ ତେବେ ଋଷକୁ କ୍ଷତି ସହିବା ପାଇଁ ପଡିପାରେ ବୋଲି କହିଲେ ଟ୍ରମ୍ପ ।













Click it and Unblock the Notifications