Donald Trump: ଡୋନାଲ୍ଡ ଟ୍ରମ୍ପ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ 'ପର୍ସନ ଅଫ୍‌ ଦି ଇୟର' ଭାବେ ନାମିତ କରାଯାଇଛି । ତେବେ ଏହି ସମ୍ମାନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଛି । ପୂର୍ବରୁ ୨୦୧୬ରେ ମଧ୍ୟ ଟାଇମ ମାଗାଜିନ ପକ୍ଷରୁ ଟ୍ରମ୍ପଙ୍କୁ 'ପର୍ସନ ଅଫ୍‌ ଦି ଇୟର' ଭାବେ ନାମିତ ହୋଇଥିଲେ ।

ଗତ ବର୍ଷ ଏହି ସମ୍ମାନ ଆମେରିକୀୟ ଗାୟିକା ତଥା ପପ୍‌ ଆଇକନ୍‌ ଟେଲର ସ୍ବେଫ୍ଟଙ୍କୁ ମିଳିଥିଲା। ଟାଇମ ମାଗାଜିନର ମୁଖ୍ୟ ସମ୍ପାଦକ ସାମ ଜାକବ୍ସ କହିଛନ୍ତି, ଟ୍ରମ୍ପ୍‌ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ତାଙ୍କର ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା।

Donald Trump

ଟ୍ରମ୍ପ୍‌ଙ୍କ ନିର୍ବାଚନୀ ପ୍ରଚାର ଆମେରିକା ରାଷ୍ଟ୍ରପତି ପଦର ମହତ୍ତ୍ୱକୁ ବଢ଼ାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି । ତେବେ ଟ୍ରମ୍ପ୍‌ଙ୍କଠାରୁ ପରାସ୍ତ ହୋଇଥିବା ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହ୍ୟାରିସ୍‌ ଚଳିତ ବର୍ଷର ଏହି ସମ୍ମାନ ପାଇଁ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ସାମିଲ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+