ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ କଲେ ଡୋନାଲ୍ଡ ଟ୍ରମ୍ପ
ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା । ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଡୋନାଲ୍ଡ ଟ୍ରମ୍ପ । ଭରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି ।
ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ। ଆବଶ୍ୟକ ପଡ଼ିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ କହିଲେ ଟ୍ରମ୍ପ । ଉଭୟ ଦେଶକୁ ଭଲସେ ଜାଣିଛି, ଦୁଇ ଦେଶ ସହ ଆମର ଭଲ ସମ୍ପର୍କ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ କରିବି କହିଲେ ଟ୍ରମ୍ପ।













Click it and Unblock the Notifications