ପାକିସ୍ତାନରେ ବିଧ୍ବଂସକାରୀ ବନ୍ୟା : ୩୦୦ରୁ ଉର୍ଦ୍ଧ୍ବ ମୃତ

ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି ।

Pakistan

ସୂଚନାନୁଯାୟୀ, ବିଶେଷ କରି ପାକିସ୍ତାନର ଖାଇବର ପଖତୁନଖ୍ବାରେ ଗତ ଦୁଇ ଦିନ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯେଉଁଥି ପାଇଁ ବର୍ତ୍ତମାନ ମୃତ୍ୟୁହାର ୩୪୦ରେ ଆସି ପହଞ୍ଚିଛି । ଏହା ବ୍ୟତୀତ ଶହ ଶହ ମଧ୍ୟ ନିକୋଜ ଥିବା ଜଣା ପଡିଛି । ଯାହା ଚଳିତ ବର୍ଷର ଭୟଙ୍କର ମୌସୁମୀ ବୋଲି କୁହାଯାଉଛି ।

ଅନ୍ୟପଟେ ସହିତ ପାଣିପାଗ ବିଭାଗ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ବୋଲି ସତର୍କ କରାଇଛି । ଯାହା ପରିସ୍ଥିତିକୁ ଅଧିକ ଖରାପ କରିଦେଇପାରେ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+