ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନରେ ମୃତ୍ୟୁରେ ବିଭୀଷିକା, ଯୁଦ୍ଧରେ ଗଲାଣି ୧୨୦୦ ଜୀବନ, ଅଧିକ ଛାତ୍ର
ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାରକୁ ମିଶାଇ ୬ ଦିନର ଏହି ଯୁଦ୍ଧରେ ୧,୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଏକ ବାଳିକା ସ୍କୁଲ ଉପରେ ମିସାଇଲ ପଡିବାରୁ ୧୮୦ରୁ ଅଧିକ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଗତ ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ସେବେଠାରୁ ଆକ୍ରମଣ ଜାରି ରହିଛି । ଇରାନ ମଧ୍ୟ ପାଲଟା ଆକ୍ରମଣ କରିବା ସହ ପଡୋଶୀ ଉପସାଗରୀୟ ଦେଶରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ କରୁଛି । ସେହିଭଳି ଇରାନର ଆକ୍ରମଣ ଯୋଗୁ ଇସ୍ରାଏଲରେ ୧୦ ଜଣ ପ୍ରାଣ ହରାଇଛନ୍ତି ।
ଇସ୍ରାଏଲ ଆକ୍ରମଣ ଯୋଗୁ ଲେବାନନରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ବାହାରିନରେ ଜଣଙ୍କର ମୃତ୍ୟୁ ଘଟିଛି । ଇରାନ ଆକ୍ରମଣରେ କୁଏତରେ ୩ ଜଣ, ୟୁଏଇରେ ୩ ଜଣ, ଓମାନରେ ଜଣେ, ସିରିୟାରେ ୪ ଓ ଇରାକରେ ୧୩ ଜଣ ପ୍ରାଣ ହରାଇଛନ୍ତି । କୁଏତରେ ଥିବା ଆମେରିକାର ଏକ ସାମରିକ ଘାଟି ଉପରେ ଇରାନ ମିସାଇଲ ମାଡ଼ କରିବାରୁ ୬ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଛି ।
-
ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ନେତାନ୍ୟାହୁ କେଉଁ ପୁସ୍ତକ ପଢୁଛନ୍ତି? -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ଟ୍ରମ୍ପଙ୍କ ସ୍ଥଳସେନା ଅଭିଯାନ ଯୋଜନା -
ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ.....












Click it and Unblock the Notifications