ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୯୪କୁ ବୃଦ୍ଧି, ୭୦ରୁ ଅଧିକ ଗୁରୁତର
ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୯୪କୁ ବୃଦ୍ଧି, ୭୦ରୁ ଅଧିକ ଗୁରୁତର । ଏବେବି ଶତାଧିକ ନିଖୋଜ ଥିବା ସୂଚନା। ତାଇପୋ ଜିଲ୍ଲାରେ ହାଉସିଂ କଂପଲେକ୍ସରେ ଘଟିଥିଲା ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ନିଆଁ ଲାଗିଥିଲା, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ।













Click it and Unblock the Notifications