Get Updates
Get notified of breaking news, exclusive insights, and must-see stories!

ଇରାନ୍‍ରେ ସରକାର ବିରୋଧି ହିଂସାରେ ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି

ଇରାନ୍‍ରେ ଦେଶ ବ୍ୟାପି ସରକାର ବିରୋଧୀ ଆନ୍ଦୋଳନ ଯୋଗୁଁ ବିଭିନ୍ନ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି । ଦୀର୍ଘ ଦୁଇ ସପ୍ତାହ ଧରି ଇରାନ୍‍ରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆମେରିକା ଭିତ୍ତିକ ମାନବାଧିକାର ସମ୍ବାଦ ସରୋବରାହ ସଂସ୍ଥା ପକ୍ଷରୁ କୁହାଯାଇଛି, ଦେଶରେ ଇଣ୍ଟରନେଟ୍‍ ଏବଂ ଫୋନ୍‍ ଲାଇନ୍‍ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

iran

ଘଟଣାରେ ୨ହଜାର ୬୦୦ ଜଣଙ୍କୁ ଅଟକ ରଖାଯାଇଛି । ୟୁରୋପୀୟ ସହରଗୁଡ଼ିକରେ ଲୋକମାନେ ସରକାର ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି । ଅପରପକ୍ଷେ ଇରାନ୍‍ର ନେତାମାନେ ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକରେ ହେଉଥିବା ଆନ୍ଦୋଳନ ପାଇଁ ଆମେରିକା ପ୍ରଶାସନକୁ ନିନ୍ଦା କରିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କୁ ଖୁସି କରାଇବା ଲାଗି ବିକ୍ଷୋଭକାରୀମାନେ ଏପରି କାର୍ଯ୍ୟ ଜାରି ରଖିଥିବା ଇରାନ୍‍ର ନେତା ଆୟାତୁଲ୍ଲା ଅଲି ଖାମେନି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+