Get Updates
Get notified of breaking news, exclusive insights, and must-see stories!

ତାଣ୍ଡବ ରଚିଲା ବାତ୍ୟା ‘ମୋକା’: ଘରଦ୍ବାର ଛାରଖାର, ୫୦୦ ରୋହିଙ୍ଗ୍ୟା ନଷ୍ଟ, ୬ ଜଣଙ୍କ ମୃତ୍ୟୁ

Cyclone Mocha: ତାଣ୍ଡବ ରଚିଲା ବାତ୍ୟା 'ମୋକା' । ଛାରଖାର କରି ଦେଲା ଘରଦ୍ବାର । ମିଆଁମାର ଓ ବାଂଲାଦେଶ ଉପକୂଳ ଛୁଇଁଲା ପରେ ବ୍ୟାତା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିଥିଲା । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମିଆଁମାରରେ ପାଖାପାଖି ୬ ଜଣଙ୍କ ଜୀବନ ଯାଇଛି । ଅନ୍ୟପଟେ ବାଂଲାଦେଶର କୋକ୍ସାବଜାରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ବାତ୍ୟାର ପ୍ରଭାବରେ ମିଆଁମାରର ସିଟସିୱେ, କାୟୁକପିୟୁ ଏବଂ ଗୱା ଟାଉନସିପ୍ସିରେ ଘର, ବିଦ୍ୟୁତ ଟ୍ରାନ୍ସଫର୍ମର, ମୋବାଇଲ୍ ଟାୱାର ସେବା ବନ୍ଦ ରହିଛି । ସେହିପରି କୋକୋ ଦ୍ୱୀପପୁଞ୍ଜରେ ଥିବା ଏକ ବଡ ସ୍ପୋର୍ଡ୍ସ ବିଲ୍ଡିଂର ଛାତ ଭୁଶୁଡି ପଡିଛି । ଭୂସ୍ଖଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଟାଚିଲେଇକ ଟାଉନସିପରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଦେଶର ପୂର୍ବଶାନ ରାଜ୍ୟର ଏକ ଉଦ୍ଧାରକାରୀ ଟିମ ସୂଚନା ଦେଇଛି ।

Cyclone Mocha Effect

ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ପରେ ବଙ୍ଗୋପସାଗରର ଏହି ପ୍ରଳୟଙ୍କରୀ ବାତ୍ୟା ସମୁଦ୍ର ତଟରେ ଅବସ୍ଥିତ ସିତ୍ତ୍ବେ ନଗରୀ ଉପରେ 'ଲ୍ୟାଣ୍ଡ୍‌ଫଲ୍‌' କରି ବାଟଘାଟ ସବୁକୁ ନଦୀରେ ପରିଣତ କରି ଦେଇଥିଲା । ସିତ୍ତ୍ବେ, କ୍ୟାୟୁକ୍‌ପ୍ୟୁ ଏବଂ ଗୱା ଟାଉନ୍‌ସିପ୍‌ରେ ଏହି ସାମୁଦ୍ରିକ ବାତ୍ୟା, ଘରଦ୍ବାର, ବିଜୁଳି ଟ୍ରାନ୍‌ସ୍‌ଫର୍‌ମର୍‌, ମୋବାଇଲ୍‌ ଫୋନ୍‌ ଟାୱାର୍, ଡଙ୍ଗା ଓ ବତିଖୁଣ୍ଟ ଆଦି ନଷ୍ଟ କରିଦେଇଥିବା କଥା ମିଆଁମାର୍‌ ସେନା ସୂଚନା କାର୍ଯ୍ୟାଳୟ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+