ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ବଢ଼ିଲା ଅଶୋଧିତ ତୈଳ ଦର । ଅନ୍ତର୍ଜାତୀୟ ବଜାରରେ ୧୦% ବଢ଼ିଲା ଅଶୋଧିତ ତୈଳ ଦର। nbsp;୧୦% ବଢ଼ି ୮୦ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ୍ ।ଏହା ୧୦୦ ଡଲାର ହୋଇପାରେ ବୋଲି ବିଶେଷଜ୍ଞଙ୍କ ଆକଳନ କରିଛନ୍ତି ।