ଚୀନ-ଆମେରିକା ମୁହାଁମୁହିଁ; ଆମେରିକାର କଟକଣାକୁ ଭୟ କରେନି ଚୀନ

ପୁଣି ଟାରଫିକୁ ନେଇ ମୁହାଁମୁହିଁ ଚୀନ-ଆମେରିକା । ଆମେରିକା ବେଜିଂ ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଦୁଇ ଦେଶ ମୁହାଁମୁହିଁ ହୋଇଛି । ଯାହାକୁ ଆମେରିକାର ଦୋମୁହାଁ ନୀତି କହି ସମାଲୋଚନା କରିଛି । ଆମେରିକାର କୌଣସି କଟକଣାକୁ ବେଜିଂ ଭୟ କରେ ନାହିଁ ବୋଲି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

China-US

ପୃଥିବୀର ବିରଳ ଖଣିଜ ପଦାର୍ଥ ଉପରେ ଚୀନ୍ ରପ୍ତାନି କଟକଣା ଲଗାଇବା ପରେ ଟ୍ରମ୍ପ ଅତିରିକ୍ତ ଟାରିଫ ଲଗାଇଛନ୍ତି । ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବୈଠକ ବାତିଲ କରିବାକୁ ମଧ୍ୟ ଧମକ ଦେଇଛନ୍ତି । ଏହି କାର୍ଯ୍ୟଗୁଡ଼ିକ... ଚୀନ୍‌ର ସ୍ୱାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି । ଏବଂ ଦୁଇ ପକ୍ଷ ମଧ୍ୟରେ ଆର୍ଥିକ ଏବଂ ବାଣିଜ୍ୟ ଆଲୋଚନାର ବାତାବରଣକୁ ଗମ୍ଭୀର ଭାବରେ ଦୁର୍ବଳ କରିଛି ବୋଲି କହିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ । ସବୁବେଳେ ଉଚ୍ଚ ଶୁଳ୍କ ଲଗାଇବାକୁ ଧମକ ଦେଇ ଚୀନ୍‌ ଉପରେ ଜଟିଳ ଆଭିମୁଖ୍ୟ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବେଜିଂ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+