୩ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଲା ଚୀନ

ଜଣେ ମହିଳାଙ୍କ ସମେତ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚାଇନା । ଚୀନର ତିନି ଜଣ ମହାକାଶଚାରୀ ନୂତନ ଅନୁଧ୍ୟାନ ପାଇଁ ମହାକାଶ ଉପଲକ୍ଷେ ଉଡାଣ ଆରମ୍ଭ କରିଛନ୍ତି । ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ମହିଳା ମହାକାଶଚାରୀ ମଧ୍ୟ ରହିଛନ୍ତି। ଏମାନେ ମହାକାଶରେ ଚାଇନାର ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ତିୟାଙ୍ଗଗୋଙ୍ଗ ସ୍ପେଶ୍ ଷ୍ଟେସନ୍‌ରେ ରହି ଚନ୍ଦ୍ରମା ଉପରେ କାମ କରିବେ ।

astronauts

୨୦୩୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀଙ୍କୁ ପଠାଇବାର ଯୋଜନା କରୁଛି ଚାଇନା । ଏହି ଦିଗରେ ଅଧିକ ଅନୁଧ୍ୟାନ କରିବେ ଏହି ତିନି ମହାକାଶଚାରୀ । ଚାଇନାର ଏହି ସ୍ପେଶ୍ ମିଶନ୍‌ର ନାମ ରହିଛି ଶେନହାଓ ଏଇଟ୍‌ । ୪୩ ବର୍ଷୀୟ କମାଣ୍ଡର ୟେ ଗୁଆଙ୍ଗଫୁଙ୍କ ନେତୃତ୍ବରେ ୩୪ ବର୍ଷୀୟ ହି କାଙ୍ଗ ଏବଂ ୩୬ ଲି ଗୁଆଙ୍ଗସୁ ମହାକାଶକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍‌ରେ ରହି ଆବର୍ଜନା ସଂରକ୍ଷଣ ଉପକରଣ ସ୍ଥାପନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+