ଚାଇନା କମ୍ୟୁନିଷ୍ଟ ପାର୍ଟି ମିଟ୍ : ଶୀତଳ ଯୁଦ୍ଧ ମାନସିକତାକୁ ନିନ୍ଦା କରିଛନ୍ତି ଜିନପିଙ୍ଗ
ଆଜି ଚୀନରେ ଆୟୋଜିତ ହେଉଛି ବୃହତ କମ୍ୟୁନିଷ୍ଟ ମିଟ୍ । ତୃତୀୟ ଥର ଲାଗି ଚୀନ ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ ।
ବେଜିଂ: ଆଜି ଚୀନରେ ଆୟୋଜିତ ହେଉଛି ବୃହତ କମ୍ୟୁନିଷ୍ଟ ମିଟ୍ । ତୃତୀୟ ଥର ଲାଗି ଚୀନ ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ । ଏନେଇ ସମସ୍ତ ବାଟ ସଫା ହୋଇଥିବା ଜଣାପଡିଛି। ସେପଟେ ଜିନପିଙ୍ଗ ଯଦି ପୁନର୍ବାର ରାଷ୍ଟ୍ରପତି ହୁଅନ୍ତି ତେବେ ତାଇଓ୍ୱାନ ଉପରେ ଚୀନ ଅଧିକ ବଳ କଷିବ ବୋଲି ଆଶଙ୍କା କରିଛି ତାଇଓ୍ୱାନ ।

ପ୍ରତିନିଧିମାନେ ଦଳର ପ୍ରାୟ 2ଶହ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ କମିଟିର ସଦସ୍ୟମାନଙ୍କୁ ମଧ୍ୟ ବାଛିବେ, ଯାହା ପରବର୍ତ୍ତୀ ସମୟରେ 25 ଜଣିଆ ପଲିଟିବ୍ୟୁରୋ ଏବଂ ଏହାର ସର୍ବଶକ୍ତିମାନ ଷ୍ଟାଣ୍ଡିଂ କମିଟି ଚୟନ କରିବ।












Click it and Unblock the Notifications