ପାକିସ୍ତାନରେ ଭୟଙ୍କର ବନ୍ୟା, ଗଲାଣି 170 ଜୀବନ
ପାକିସ୍ତାନରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୩୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୪୬୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନ ବିପର୍ଯ୍ୟୟ, ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଗତ୪୮ ଘଣ୍ଟା ମଧ୍ୟରେ ପଞ୍ଜାବ ପ୍ରଦେଶରେ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଆସନ୍ତା ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ପ୍ରବଳ ବର୍ଷା, ଝଡ଼ ଏବଂ ବନ୍ୟା ହେବା ନେଇ
ସତର୍କ ସୂଚନା ଦିଆଯାଇଛି।












Click it and Unblock the Notifications