କାନାଡା ସ୍ଥିତ ହିନ୍ଦୁ ମନ୍ଦିରରେ ଖାଲିସ୍ତାନୀ ଆକ୍ରମଣ, ସାଂସଦ ଦେଲେ ୱାର୍ଣ୍ଣିଂ

Canadian Khalistani Attack On Hindu Temple: କାନାଡାର Brampton'ରେ ଥିବା ଏକ ହିନ୍ଦୁ ମନ୍ଦିର ପରିସରରେ ଖାଲିସ୍ତାନୀ ଉଗ୍ରବାଦୀ ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି । କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ଏହି ଘଟଣାରେ ନିନ୍ଦା କରିଛନ୍ତି । ସେ ଏହି ହିଂସାକାଣ୍ତକୁ ନିନ୍ଦା କରି କହିଛନ୍ତି ଯେ ଖାଲିସ୍ତାନୀ ମାନେ ବର୍ତ୍ତମାନ ରେଡ୍ ମାର୍କ ଅତିକ୍ରମ କରିଛନ୍ତି ଯାହା କାନାଡାରେ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି। ସେ ଏକ ଭିଡିଓ ମଧ୍ୟ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି।

Khalistani Attack On Hindu Temple
4

ସେ ଆହୁରି ମଧ୍ୟ କହିଛନ୍ତି, କାନାଡା ଖାଲିସ୍ତାନୀ ମାନେ ବର୍ତ୍ତମାନ ସମସ୍ତ ରେଡ୍ ଲାଇନ୍ କ୍ରସ୍ କରିଛନ୍ତି । ମୁଁ ଦୀର୍ଘ ଦିନ ଧରି କହିଆସିଛି ଯେ ହିନ୍ଦୁ-କାନାଡିୟମାନେ ସେମାନଙ୍କ ସମ୍ପ୍ରଦାୟର ସୁରକ୍ଷା ତଥା ନିରାପତ୍ତା ରକ୍ଷା କରିବାକୁ ଆଗେଇ ଆସିବା ଉଚିତ ଏବଂ ସେମାନଙ୍କର ଅଧିକାର ଦାବି କରୁଥିବାବେଳେ ରାଜନେତାମାନଙ୍କୁ ଉତ୍ତରଦାୟୀ କରିବା ଉଚିତ୍। ସେ ଏହି ଘଟଣାରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଆର୍ଯ୍ୟ ଏହା ପୂର୍ବରୁ କାନାଡାର ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଜୁଲାଇରେ ଆର୍ଯ୍ୟ ହିନ୍ଦୁ-କାନାଡିୟ ସମ୍ପ୍ରଦାୟ ଉପରେ ନିର୍ଯାତିତ ହିଂସାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+