ଟ୍ରେନ ଲାଇନଚ୍ୟୁତ ହୋଇ ୭ ଜଣଙ୍କର ଚାଲିଗଲା ଜୀବନ

ରୁଷରେ ଏକ ଟ୍ରେନ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାତ୍ରା କରୁଥିଲା। ପିଲଶିନୋ ଏବଂ ଭିଗୋନିଚି ଷ୍ଟେସନ ମଧ୍ୟରେ ରେଳଧାରଣା ଉପରେ ହଠାତ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ସେହି ରାସ୍ତାରେ ଯାଉଥିବା ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

Bridge collapse derails train near Ukraine border 7 killed

ବ୍ରାୟାନ୍‌ସ୍କ ପ୍ରଦେଶ ଗଭର୍ଣ୍ଣର ଆଲେକଜାଣ୍ଡର ବୋଗୋମାଜ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ୭ ଜଣଙ୍କ ଜୀବନ ହାନି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+