Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡ। ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ । ସରକାର ଭାଙ୍ଗିବା ନେଇ ଷଡଯନ୍ତ୍ର ମାମଲାରେ ଦାଣ୍ଡାଦେଶ ଶୁଣାଇଲେ ବ୍ରାଜିଲର ସୁପ୍ରିମକୋର୍ଟ ।

ତେବେ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଜାୟର ପରାଜୟ ବରଣ କରିବା ପରେ ବି ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚିଥିଲେ । ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲଦଣ୍ଡ ପରେ ୭୦ ବର୍ଷୀୟ ଜାୟର ଏକ ଛୋଟ ଘରେ ରହିଛନ୍ତି, ଯେଉଁଥିରେ ଏକ ଟିଭି, ମିନି-ଫ୍ରିଜ୍ ଏବଂ ଏୟାର କଣ୍ଡିସନିଂ ଭଳି ମୌଳିକ ସୁବିଧା ରହିଛି।

Jair Bolsonaro

ବ୍ରାଜିଲ ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ହାରିବା ପରେ କ୍ଷମତା ବଜାୟ ରଖିବା ପାଇଁ ବୋଲସୋନାରୋ- ସୁପ୍ରିମ କୋର୍ଟ ଉପରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲେ । ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ବିଚାରପତି ଡି ମୋରେସଙ୍କ ହତ୍ୟା ଯୋଜନା କରିଥିଲେ । ତାସହ ସାମର୍ଥ୍ୟ ବିଦ୍ରୋହ ମାଧ୍ୟମରେ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବାକୁ ଚେଷ୍ଟା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+