ବ୍ୟାଟେରୀ ପ୍ଲାଣ୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ

ସିଓଲ : ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ଥିବା ସୂତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସକାଳ ୧୦ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଛି । ସୂଚନାନୁସାରେ ଆଜି ସକାଳ ପ୍ରାୟ ୧୦.୩୦ (ସ୍ଥାନୀୟ ସମୟ)ରେ ଫ୍ୟାକ୍ଟ୍ରି ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ସ୍ଥାନୀୟ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ।

South Korea battery plant fire

ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଣକ୍ଟଦ୍ଭଷବକ୍ଟ୍ର ନ୍ୟୁଜ୍ ଏଜେନ୍ସି ରିପୋର୍ଟ କହିଛି ଯେ, ଗୋଦାମ ଭିତରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୨୦ରେ ପ୍ରତିଷ୍ଠିତ, ଆରିସେଲ ସେନ୍ସର ଏବଂ ରେଡିଓ ଯୋଗାଯୋଗ ଉପକରଣ ପାଇଁ ଲିଥିୟମ ପ୍ରାଥମିକ ବ୍ୟାଟେରୀ ଉତ୍ପାଦନ କରେ । ଏହାର ସର୍ବଶେଷ ନିୟାମକ ଦାଖଲ ଏବଂ ଏହାର ଲିଙ୍କଡଇନ ପ୍ରୋଫାଇଲ ଅନୁଯାୟୀ ଏହାର ୪୮ ଜଣ କର୍ମଚାରୀ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+