ମସଜିଦରେ ବୋମା ବିସ୍ଫୋରଣ , ଘଟଣାସ୍ଥଳରେ ୫ ମୃତ, ଅନେକ ଆହତ

ପାକିସ୍ତାନରେ ଏକ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ ୫ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ହୋଇଥିବା ସୂଚନା ମିଳିଛି । ଆଜି ପାକିସ୍ତାନର ପେଶାଓ୍ବାରର କିସା ଖ୍ବାନି ଜାମିଆ ମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୫ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ମସଜିଦରେ ଶୁକ୍ରବାର ନମାଜ ପାଇଁ ଭିଡ ଥିଲା ବେଳ ବିସ୍ଫୋରଣ ଘଟିଥିଲା । ଏଣୁ କ୍ଷୟକ୍ଷତି ଆହୁରି ବଢିବାର ଆଶଙ୍କା ରହିଛି । ଏହା ଆତ୍ମଘାତୀ ବିସ୍ଫୋରଣ କି ପୂର୍ବରୁ ମସଜିଦରେ ବିସ୍ଫୋରକ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

blast
ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ମସଜିଦରେ ଶୁକ୍ରବାର ନମାଜ ପାଇଁ ଭିଡ ଥିଲା ବେଳ ବିସ୍ଫୋରଣ ଘଟିଥିଲା । ଏଣୁ କ୍ଷୟକ୍ଷତି ଆହୁରି ବଢିବାର ଆଶଙ୍କା ରହିଛି । ଏହା ଆତ୍ମଘାତୀ ବିସ୍ଫୋରଣ କି ପୂର୍ବରୁ ମସଜିଦରେ ବିସ୍ଫୋରକ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆହତ ମାନଙ୍କୁ ଉଦ୍ଧାର କରି ପେଶାଓ୍ବରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+