ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି । କଲମ୍ବୋରୁ ଚେନ୍ନାଇ ଆସୁଥିବା ବିମାନର ଜରୁରୀ ଅବତରଣ ହୋଇଛି । ଚଢେଇ ମାଡ ହେବାରୁ ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ୧୫୮ ଜଣ ଯାତ୍ରୀଥିଲେ ।

ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।ଗତ ମାସରେ, ହାଇଦ୍ରାବାଦରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ପକ୍ଷୀ ଧକ୍କା ହେବାର ସନ୍ଦେହଜନକ ଘଟଣା ପରେ ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।












Click it and Unblock the Notifications