ବାଂଲାଦେଶକୁ ବଡ଼ ଆଶ୍ୱସ୍ତି ; ଶୁଳ୍କ ହ୍ରାସ କଲା ଆମେରିକା
ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଆଶ୍ୱସ୍ତି ମିଳିଛି । ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ବାଂଲାଦେଶ ଉପରୁ ୧୯ ପ୍ରତିଶତକୁ ଶୁଳ୍କ ହ୍ରାସ କରିଛି । ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆମେରିକା ଏବେ ବାଂଲାଦେଶୀ ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ ୨୦ ପ୍ରତିଶତରୁ ୧୯ ପ୍ରତିଶତକୁ ହ୍ରାସ କରିଛି । ଆମେରିକା ଓ ବାଂଲାଦେଶ ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଉଭୟ ଦେଶ ଶୁଳ୍କ ହ୍ରାସ କରିବା ଓ ନିବେଶ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।













Click it and Unblock the Notifications