ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିବେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ହ୍ୱାଇଟ୍‍ ହାଉସ୍‍ଠାରେ ଆଜି ସନ୍ଧ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବେ । ଭାରତର ଐତିହ୍ୟ, ସଂସ୍କୃତିକୁ ସ୍ମରଣ କରି ଏବଂ ଆମେରିକା ଓ ଭାରତୀୟ ବଂଶୋଦ୍ଭବ ସମୁଦାୟମାନଙ୍କ ମଧ୍ୟରେ ସଂପର୍କକୁ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ।

Biden to celebrate Diwali

ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଗତବର୍ଷଠାରୁ ଏହି ପରମ୍ପରା ଜାରି ରହିଛି । ରାଷ୍ଟ୍ରପତି ତାଙ୍କର ମନ୍ତବ୍ୟ ଦେବା ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବେ । ଏହାପରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+