Get Updates
Get notified of breaking news, exclusive insights, and must-see stories!

ସୁଧୁରୁ ନାହାନ୍ତି ବାଂଲାଦେଶୀ ଉଗ୍ରବାଦୀ, ପୁଣି ହିନ୍ଦୁ ଯୁବକଙ୍କୁ ପିଟିପିଟି କଲେ ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା । ଢାକା ନିକଟରେ ଦୀପୁ ଦାସ ନିର୍ମମ ହତ୍ୟାକାଣ୍ଡ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଘଟିଛି ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ୭ ଦିନ ଭିତରେ ଦୁଇ ଦୁଇଟି ସାଂଘାତିକ ଘଟଣା । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଭାରତରେ ବି ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ପୁଣି ଘଟିଛି ନାରକୀୟ କାଣ୍ଡ ।

Bangladeshi

ପୁଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ଏବଂ ସାମ୍ପ୍ରଦାୟିକ ଆକ୍ରମଣର ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା କୌଣସି ସାମ୍ପ୍ରଦାୟିକ ମାମଲା ନଥିଲା । ମୃତ ଅମୃତ ମଣ୍ଡଳ ଜଣେ କୁଖ୍ୟାତ ଅପରାଧୀ ଥିଲେ । ସେ ଅଞ୍ଚଳରେ ଚାନ୍ଦା ମାଗିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରି ଯାଇଥିଲେ। ପୋଲିସ ସମ୍ରାଟ ଏବଂ ତାଙ୍କ ସହଯୋଗୀ ସଲିମଙ୍କ ପାଖରୁ ଏକ ବିଦେଶୀ ପିସ୍ତଲ ଏବଂ ଏକ ପାଇପ୍ ଗନ୍ ଜବତ କରିଛି । ପୁଲିସ ଏହି ମାମଲାରେ ତିନୋଟି ପୃଥକ ମାମଲା ରୁଜୁ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସମ୍ରାଟଙ୍କ ବିରୋଧରେ ପୂର୍ବରୁ ଅନେକ ଗୁରୁତର ଅପରାଧିକ ମାମଲା ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+