Get Updates
Get notified of breaking news, exclusive insights, and must-see stories!

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍‌, ୪୯ ମୃତ

ଇସ୍ରାଏଲ୍‍ର ବିମାନ ଆକ୍ରମଣ ଦ୍ୱାରା ଗତକାଲି ରାତିରୁ ଆଜି ପୂର୍ବାହ୍ନ ମଧ୍ୟରେ ଗାଜାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସିଫା ହସ୍ପିଟାଲ୍‍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୨ ଜଣ ପାଲେଷ୍ଟାଇନ୍‍ ଷ୍ଟାଡିୟମ୍‍ ନିକଟରେ ଏବଂ ୮ ଜଣ ନିକଟସ୍ଥ ଅଟ୍ଟାଳିକାରେ ଆଶ୍ରୟ ନେଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ।

At Least 49 Killed in Ongoing Israeli Airstrikes on Gaza

ଦୁଇ ଦେଶ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ କହିଛନ୍ତି, ଏକ ସପ୍ତାହ ସୁଦ୍ଧା ଦ୍ୱିପକ୍ଷ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ କରାଯିବ । ଇସ୍ରାଏଲ୍‍ର ରଣନୈତିକ ବ୍ୟାପାର ମନ୍ତ୍ରୀ ରନ୍‍ ଡର୍‍ମେର୍‍ ଏ ସମ୍ପର୍କରେ କଥାବାର୍ତ୍ତା ଲାଗି ଖୁବ୍‍ ଶୀଘ୍ର ୱାଶିଂଟନ୍‍ରେ ପହଞ୍ôଚବାର ଆଶା କରାଯାଉଛି ବୋଲି ଶ୍ରୀ ଟ୍ରମ୍ପ୍‍ କହିଛନ୍ତି । ୨୦୨୩ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ଦ୍ୱନ୍ଦ୍ୱ ଯୋଗୁଁ ଏ ପର୍ଯ୍ୟନ୍ତ ୫୦ ଜଣ ପଣବନ୍ଦୀ ହମାସ ଅଧୀନରେ ରହିଥିବା ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+