Get Updates
Get notified of breaking news, exclusive insights, and must-see stories!

ଆର୍‍.ଏସ୍‍.ଏଫ୍‍. ଆକ୍ରମଣରେ ସୁଦାନରେ ୩୧ ଜଣଙ୍କ ମୃତ୍ୟୁ

ସୁଦାନର ପଶ୍ଚିମ ଅଞ୍ଚଳର ଏଲ୍‍ ଫାଶର୍‍ ସ୍ଥିତ ଆବୁ ଶୋକ୍‍ ବିସ୍ଥାପନ ଶିବିର ଉପରେ ଅର୍ଦ୍ଧସାମରିକ ତ୍ୱରିତ ସହାୟତା ଯବାନ - ଆର୍‍.ଏସ୍‍.ଏଫ୍‍. ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ୧୩ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏଲ୍‍ ଫାଶର୍‍ରେ ଆର୍‍.ଏସ୍‍.ଏଫ୍‍. ପକ୍ଷରୁ ହୋଇଥିବା ଘେରାବନ୍ଦୀ ଯୋଗୁଁ ହଜାର ହଜାର ସଂଖ୍ୟା ବିସ୍ଥାପିତ ନାଗରିକଙ୍କ ନିମନ୍ତେ ଔଷଧ, ଖାଦ୍ୟ ଏବଂ ଚିକିତ୍ସା ସହାୟକଙ୍କ ଅଭାବ ପରିଲକ୍ଷିତ ହୋଇଛି ।

deadbody

ଆଜି ସକାଳୁ ଏହି ଆକ୍ରମଣ ଆରମ୍ଭ ହୋଇ ଅପରାହ୍ଣ ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ ଘର ଏବଂ ଭିତ୍ତିଭୂମି ନଷ୍ଟ ହୋଇଥିବା ସୂଚନା ମିଳିଛି । ସୁଦାନର ସଶସ୍ତ୍ର ବାହିନୀ ଏବଂ ଆର୍‍.ଏସ୍‍.ଏଫ୍‍. ମଧ୍ୟରେ ଚାଲିଥିବା ସଂଘର୍ଷର ଅଂଶଭାବେ ୨୦୨୪ ମସିହା ମେ ମାସଠାରୁ ଏଲ୍‍ ଫାଶର୍‍ ସହରଘେରା ବନ୍ଦୀରେ ରହିଛି । ୨୦୨୩ ମସିହା ଏପ୍ରିଲ୍‍ ମାସରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଫଳରେ ବହୁସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଗୁରୁତର ମାନବିକ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+