ଗାଁରେ ଫୁଟିଲା ଆଖିବୁଜା ଗୁଳି, ଚାଲିଗଲା ୩୦ ଜୀବନ
ନାଇଜେରିଆର ଉତ୍ତରାଞ୍ଚଳର କାସୁୱାନ୍-ଡାଜି ଗ୍ରାମରେ ବନ୍ଧୁକଧାରୀଙ୍କ ଗୁଳିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ କେତେଜଣଙ୍କୁ ମଧ୍ୟ ଅପହରଣ କରାଯାଇଛି ।

ପୁଲିସ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ବନ୍ଧୁକଧାରୀମାନେ ଜନବସତି ଅଞ୍ଚଳରେ ଗୁଳିଗୋଳା ବର୍ଷଣ କରିଥିଲେ ଏବଂ ସ୍ଥାନୀୟ ବଜାର ଓ ଆବାସିକ ସ୍ଥଳୀଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ।












Click it and Unblock the Notifications