ନଦୀରେ ବୁଡି ୧୮ ନିଖୋଜ, ୭ ମୃତ

ପାକିସ୍ତାନ ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ ନଦୀରେ ଗୋଟିଏ ପରିବାରର ୧୮ ଜଣ ବୁଡ଼ି ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯାହାର ସୂଚନା ଉଦ୍ଧାରକାରୀ ଦଳ ଦେଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏପରି ଘଟଣା ଶୁକ୍ରବାର ହୋଇଥିବା ସୂଚନା ମିଳୁଛି ।

dead in water

ସୂଚନାନୁଯାୟୀ, ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୮୦ ଜଣ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ନଦୀରେ ଫସି ଯାଇଥିଲେ ଏହି ପରିବାର । ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଉତ୍ତର ଅଞ୍ଚଳରେ ସ୍ୱାତ ନଦୀ ଏଠାରେ ପ୍ରବାହିତ ହେଉଛି । ଅନ୍ୟ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏକ ବଡ଼ ଅଭିଯାନ ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+