ବ୍ରିଟେନ ରାଜଗାଦି ସମ୍ଭାଳିବେ ଯୁବରାଜ ଚାର୍ଲ୍ସ
ବ୍ରିଟେନ ରାଜଗାଦିରେ ବସିବେ ଯୁବରାଜ ଚାର୍ଲ୍ସ । 73 ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ ଚାର୍ଲ୍ସ ।
ଲଣ୍ଡନ: ବ୍ରିଟେନର ରାଜା ହେବେ ଯୁବରାଜ ଚାର୍ଲ୍ସ। ଗତକାଲି ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଥିଲା । ଏହାପରେ କିଏ ରାଜ୍ୟ ଭାର କିଏ ସମ୍ଭାଳିବ ସେନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ମହାରାଣୀଙ୍କ ବଡ ପୁଅ ଚାର୍ଲ୍ସ 'ମହାରାଜ ଚାର୍ଲ୍ସ ତୃତୀୟ' ରୂପେ ରାଜମୁକୁଟ ପିନ୍ଧିବେ ।

ବ୍ରିଟେନ ରାଜଗାଦିରେ ବସିବେ ଯୁବରାଜ ଚାର୍ଲ୍ସ । 73 ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ ଚାର୍ଲ୍ସ । ଏନେଇ ଆଜି ଆନୁଷ୍ଠାନିକ ଭାବେ ହୋଇଛି ଘୋଷଣା । କେଉଁ ଦିନ ସେ ରାଜ୍ୟ ଭାର ଗ୍ରହଣ କରିବେ ସେ ନେଇ ତାରିଖ ସ୍ଥିର ହୋଇ ନାହିଁ । ଚାର୍ଲ୍ସ ରାଜଗାଦିରେ ବସିବା ପରେ ତାଙ୍କ ପତ୍ନୀ ରାଣୀ ହେବା ନେଇ ମହାରାଣୀ ଏଲିଜାବେଥ ପୂର୍ବରୁ ଘୋଷଣା କରିଥିଲେ ।
ମହାରାଣୀ ଏଲିଜାବେଥ ଦ୍ବିତୀୟ ଗୁରୁବାର ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅନେକ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବାଲମୋରାଲରେ ଚାଲିଥିଲା ଚିକିତ୍ସା । ପ୍ରାୟ 70 ବର୍ଷ ଧରି ବ୍ରିଟେନରେ ଶାସନ କରିଥିଲେ ମହାରାଣୀ ଏଲିଜାବେଥ ଦ୍ବିତୀୟ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications