ଗୁଗୁଲ କ୍ରୋମ୍ ବ୍ୟବହାର କରୁଛନ୍ତି କି? ଆପଣଙ୍କ ପାଇଁ ଆସିଲା ଖୁସି ଖବର...

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ କ୍ରୋମ୍ ୱେବ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବଡ଼ ସହାୟକ ହୋଇପାରେ । ବାସ୍ତବରେ, ଗୁଗୁଲ୍ କ୍ରୋମ୍ ବର୍ତ୍ତମାନ କୁକିଜକୁ ଅବରୋଧ କରିବା ଆରମ୍ଭ କରିଛି ଯାହା ବ୍ୟବହାରକାରୀଙ୍କ ତଥ୍ୟକୁ ଟ୍ରାକ୍ କରିଥାଏ ।

ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି । ଏବେ ଗୁଗଲର କ୍ରୋମ୍‌ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ । ଯେତେବେଳେ ବି ଆପଣ ଗୁଗୁଲ କିମ୍ବା ଗୁଗୁଲ କ୍ରୋମ୍‌ରେ କୌଣସି ୱେବସାଇଟ୍ ଖୋଲନ୍ତି, ସେତେବେଳେ ଏକ ବିକଳ୍ପ ଆସେ ଯେ ଯେଉଁଥରେ ଲେଖାରହେ କୁକିଜ୍ ଗ୍ରହଣ କରନ୍ତୁ, ଯାହାକୁ ଗ୍ରହଣ କରିବା ପରେ ସେହି ୱେବସାଇଟକୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ ବୋଲି ଦାବି କରାଯାଏ, କିନ୍ତୁ ପ୍ରକୃତରେ ସେହି କୁକିଜ୍ ଗ୍ରହଣ କରିବା ପରେ ସେହି ୱେବସାଇଟ୍ ଆପଣଙ୍କ ଡାଟା ଟ୍ରାକ୍ କରିବା ଆରମ୍ଭ କରିଥାଏ ।

Google Chrome

ଏହି ଟ୍ରାକ୍ ହୋଇଥୁବା ଡାଟା ବ୍ୟବହାରକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଜ୍ଞାପନ ଦେଖାଇବା ପାଇଁ ବ୍ୟବହୃତ ହୁଏ । ଗୁଗଲ ନିଜର କ୍ରୋମ୍ ବ୍ରାଉଜରରେ ଏକ ନୂଆ ଫିଚର ସାମିଲ କରିଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ତୃତୀୟ ପକ୍ଷ କୁକିଜକୁ ଡିଜାବଲ କରିପାରିବେ ।

ଏହି ୱେବ୍ କୁକିଜ୍ ବହୁତ ଛୋଟ ଫାଇଲ୍‌, ଯାହା କୌଣସି ୱେବସାଇଟ୍ ଖୋଲିବା ସମୟରେ ୟୁଜର୍ସଙ୍କ ଫୋନରେ କିମ୍ବା ସିଷ୍ଟମରେ ସେଭ୍ ହୋଇଯଏ ଆପଣ ଥରେ ଏକ ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏହା ସହ ଜଡିତ ସମସ୍ତ ବିଜ୍ଞାପନ ବାରମ୍ବରର ଦେଖୁବାକୁ ମିଳିବ । ଏହି କାରଣରୁ ଅନେକ ବ୍ୟବହାରକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ଏବେ ଏହି ଫିଚରର ପରୀକ୍ଷଣ ଚାଲିଛି ଓ ଖୁବଶୀଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+