ୟୁରୋପୀୟ ଓ ଆମେରିକାରେ ମୁଣ୍ଡ ଟେକିଲାଣି ଆଉ ଏକ ଭୂତାଣୁ

ୟୁରୋପର ବିଭିନ୍ନ ରାଷ୍ଟ୍ର ସହ ଆମେରିକାରେ ମୁଣ୍ଡ ଟେକିଛି ଓେଷ୍ଟ ନାଇଲ ଭାଇରସ୍। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଭୂତାଣୁରେ ଇଟାଲିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଆମେରିକାରେ ମଧ୍ୟ ଡଜନେରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ସ୍ନାୟୁଗତ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

America

ଏହା ବ୍ୟତୀତ, ୟୁକ୍ରେନ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ୱେଷ୍ଟ୍ ନାଇଲ ଭାଇରସର ମାମଲା ରିପୋର୍ଟ ହୋଇଛି । ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଏହି ଭାଇରସ ଧୀରେ ଧୀରେ ବିଶ୍ୱ ସ୍ତରରେ ବ୍ୟାପିବାରେ ଲାଗିଛି ଏବଂ ଚିନ୍ତାର ବିଷୟ ହେଉଛି । ତଥାପି, ଭାରତରେ ଏହି ଭାଇରସର ବିପଦ ଏବେ ବି କମ୍ ରହିଥିବା ଜଣାପଡିଛି। ତେବେ ଜାଣନ୍ତୁ ଏହି ୱେଷ୍ଟ୍ ନାଇଲ୍ ଭାଇରସ୍ କଣ ଓ ଏହା କିପରି ମଣିଷକୁ ସଂକ୍ରମିତ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+