ଆଜି ଜାତିସଂଘରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଜାଣନ୍ତୁ କାହିଁକି ?

ଆଜି ଜାତିସଂଘ ସୁରକ୍ଷା ପରିଷଦର ଏମର୍ଜେନ୍ସି ବୈଠକ । ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ଉଠାଇନେବା ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ । ସ୍ଥାନୀୟ ସମୟ ସକାଳ ୧୦ ଟାରେ ଆରମ୍ଭ ହେବ ଏହି ବୈଠକ । ବୈଠକରେ ଆମେରିକାର ସୈନ୍ୟ ଅପେରସନ ନେଇ ହେବ ଆଲୋଚନା ।

United Nations

ଟ୍ରମ୍ପ ପ୍ରଶାସନର ଭେନେଜୁଏଲା ଅପରେସନ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ମହାସିଚବ ଆଣ୍ଟିନିଓ ଗୁଟେରସ୍ । ଟ୍ରମ୍ପଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଖୁବ୍ ବିପଦଜ୍ଜନକ ବୋଲି କହିଛନ୍ତି । କେବଳ ବିଦେଶରେ ନୁହଁ, ଆମେରିକା ଭିତରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଉଠୁଛି ସ୍ବର ।

ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ନାଟକୀୟ ଭାବେ ଉଠାଇ ନେଇ ବନ୍ଦୀ କରି ରଖିଛି । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ନ୍ୟୁୟର୍କର ଏକ ଜେଲରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+