Get Updates
Get notified of breaking news, exclusive insights, and must-see stories!

ଟ୍ରମ୍ପଙ୍କ ଶୁଳ୍କ ଚେତାବନୀ ଉପରେ ଆଲୋଚନା ପାଇଁ ଆସନ୍ତା ଗୁରୁବାର ବସିବ ୟୁରୋପୀୟ ସଂଘ ଦେଶଗୁଡ଼ିକର ଜରୁରୀ ବୈଠକ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍‍ଲାଣ୍ଡ ଅଧିଗ୍ରହଣ କରିବାର ଇଚ୍ଛାସହିତ ଜଡିତ ଆମେରିକାର ଶୁଳ୍କ ଧମକ ଉପରେ ଆଲୋଚନା ପାଇଁ ୟୁରୋପୀୟ ସଂଘ ଦେଶ ଗୁଡ଼ିକର ନେତାମାନେ ଆସନ୍ତା ଗୁରୁବାର ଏକ ଜରୁରୀ ବୈଠକ ଡାକିଛନ୍ତି । ୟୁରୋପୀୟ ଆୟୋଗର ମୁଖପାତ୍ର ଓଲଫ ଗିଲ୍‍ କହିଛନ୍ତି, ୟୁରୋପୀ ସଂଘ ଶୁଳ୍କ ବିପଦକୁ ନେଇ ୱାଶିଂଟନ୍‍ ସହିତ ସବୁସ୍ତରରେ କଥାବାର୍ତ୍ତା କରୁଛି ।

trump

ଏହାର ଅର୍ଥନୈତିକ ସ୍ୱାର୍ଥ ରକ୍ଷା ପାଇଁ ସଂଘ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି । କୌଣସିପ୍ରକାର ବିପଦପୂର୍ଣ୍ଣ ଶୁଳ୍କ ଲାଗୁ କରାଗଲେ ଏହାର ଜବାବ ଦେବାକୁ ୟୁରୋପୀୟ ସଂଘ ପ୍ରସ୍ତୁତ ଅଛି ବୋଲି ଗିଲ୍‍ କହିଛନ୍ତି । ଗତ ରବିବାର ଦିନ ୟୁରୋପୀୟ ସଂଘ ରାଷ୍ଟ୍ରଦୂତମାନେ ସମାନ ପ୍ରସଙ୍ଗରେ ବ୍ରୁସେଲ୍ସରେ ଏକ ଜରୁରୀ ବୈଠକରେ ସମ୍ମିଳିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+