ଆମେରିକା କମାଇବ ୨୫ ପ୍ରତିଶତ ଟାରିଫ !

ଭାରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ଥା ନାଗେଶ୍ୱରନ କହିଛନ୍ତି କି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ ।

America

କୋଲକାତାର ଏକ କାର୍ଯ୍ୟକ୍ରମରେ ନାଗେଶ୍ୱରନ କହିଛନ୍ତି ତାଙ୍କର ପୂରା ଭରସା ରହିଛି କି ଆଗାମୀ କିଛି ମାସ ମଧ୍ୟେ ର କି ତା ପୂର୍ବରୁ ବି ଆମେରିକା ପ୍ୟାନେଲ ଟାରିଫ୍ କମାଇବା ଉପରେ ବିଚାର କରିପାରେ । ଏହାସହ ରେସିପ୍ରୋକଲ ଡ୍ୟୁଟି ମଧ୍ୟ ଯାହା ପୂର୍ବରୁ ଆଶା କରାଯାଉଥିଲା ସେହି ସ୍ଥରକୁ ଆସିପାରେ ।

ଯଦି ବାସ୍ତବରେ ଆମେରିକା ଏଭଳି ନିଷ୍ପତ୍ତି ନିଏ ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ଥି ମିଳିବ । ଏହା ସହ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜବୁତ ହେବ । ଟାରିଫ୍ କମ୍ କରାଗଲେ ଭାରତର ଷ୍ଟିଲ ଆଲୁମିନିୟମଓ ଶିଳ୍ପ ଉତ୍ପାଦକୁ ଆମେରିକା ବଜାରରେ ସହଜରେ ସ୍ଥାନ ମିଳିଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+