୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା ।ସୋସିଆଲ୍ ମିଡିଆରେ ଆମେରିକା ପରିବହନ ସଚିବଙ୍କ ସୂଚନା। ରୋନାଲ୍ଡ ରିଗାନ ୱାଶିଂଟନ ନ୍ୟାସନାଲ୍ ଏୟାରପୋର୍ଟ (DCA) ବନ୍ଦ ହୋଇଛି । ୱାଶିଂଟନ ଡୁଲେସ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (IAD) ବନ୍ଦ । ରିଚମଣ୍ଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (RIC) ମଧ୍ୟ ବନ୍ଦ । ଉତ୍କଟ ଗନ୍ଧ ହେଉଥିବାରୁ ୩ ଏୟାରପୋର୍ଟକୁ ବନ୍ଦ ପାଇଁ ନିର୍ଦ୍ଦେଶ ।













Click it and Unblock the Notifications