ଗାଜାରେ ଏୟାରଷ୍ଟ୍ରାଇକ୍: ୫ ସମ୍ବାଦିକ ମୃତ
Airstrike In Gaza: ଥମିବାର ନାଁ ନେଉ ନାହିଁ ଇସ୍ରାଏଲ-ହମାସ ଯୁଦ୍ଧ । ଇସ୍ରାଏଲ ଲଗାତାରା ଗାଜା ଉପରେ ଆକ୍ରମଣ କରୁଛି । ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଗାଜାର ଅନେକ କ୍ଷୟ କ୍ଷତି ହୋଇଛି ବର୍ତ୍ତମାନ ଆଉ ଏକ ଆକ୍ରମଣ ଘଟଣା ସମ୍ନାକୁ ଆସିଛି । ଗାଜାର ଅଲ-ଅବଦା ଡାକ୍ତରଖାନା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି । ଯେଉଁଥିରେ ୫ ଜଣ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟ କ୍ଷତି ହୋଇ ଥିବା ନେଇ ସୂଚନା ରହିଛି ।













Click it and Unblock the Notifications