ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍:୧୫ ମୃତ
Afghanistan News: ଆଫଗାନିସ୍ତାନରେ ବରମଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି ।

ପାକିସ୍ତାନୀ ବିମାନରୁ ବୋମା ବର୍ଷଣ ହୋଇଥିବା ନେଇ ଦାବି କରାଯାଉଛି । ବରମଲର ମୁର୍ଗ ବଜାର ଉପରେ ଏୟାରଷ୍ଟ୍ରାଇକ୍ ହୋଇଛି । ଗୋଟିଏ ପରିବାରର ୫ ଜଣଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।












Click it and Unblock the Notifications