ହଠାତ୍ ମଝି ଆକାଶରୁ ଗାୟବ ହୋଇଗଲା ଯାତ୍ରୀବାହୀ ବିମାନ

US Plane Missing: ଫେବୃଆରୀ 6 ତାରିଖରେ ଆମେରିକାର ଆଲାସ୍କାର Bering Air Flight'ର ଏକ ବିମାନ ନିଖୋଜ ହୋଇଯାଇଛି । ବିମାନରେ ୧୦ ଜଣ ଯାତ୍ରୀ ଥିବା ନେଇ ସୂଚନା ରହିଛି । ବିମାନଟି ଆଲାସ୍କାର ଉନାଲାକ୍ଲିଟ୍ ରୁ ଅପରାହ୍ନ ୨:୩୭ (ସ୍ଥାନୀୟ ସମୟ) ରେ ଉଡ଼ାଣ ଆରମ୍ଭ କରିଥିଲା ​​ଏବଂ ୩୮ ମିନିଟ୍ ପରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଖରାପ ପାଗ ଏବଂ ଦୃଶ୍ୟମାନତା ସମସ୍ୟା ଯୋଗୁଁ ସନ୍ଧାନ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ।

US Plane Missing

ସେସନା 208B ଗ୍ରାଣ୍ଡ କାରାଭାନ୍ ବିମାନଟିରେ ଜଣେ ପାଇଲଟ୍ ସମେତ ଦଶ ଜଣ ଯାତ୍ରୀ ଥିଲେ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+