ବୋମା ବିସ୍ଫୋରଣରେ ୫ ଶିଶୁଙ୍କ ସମେତ ୯ ମୃତ
Pakistan bomb blast : ପାକିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣରେ ୫ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏଥ ୨୯ ଜଣ ଆହତ ହୋଇ ହାଇଛନ୍ତି। ପାକିସ୍ତାନର କଲାତ ଡିଭିଜନର କମିଶନର ଏହି ସୂଚନା ଦେଇଛନ୍ତି । ମସ୍ତୁଙ୍ଗ ସିଭିଲ ହସ୍ପିଟାଲ ନିକଟ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଘଟଣା ଘଟିଛି।

ମୃତକଙ୍କ କଙ୍କ ମଧ୍ୟରେ ଜଣ ନାବାଳିକା, ଜଣେ ପୁଅ, ଜଣେ ପୁଲିସ ଅଧିକାରୀ ଓ ଅ ଅନ୍ୟ ଦୁ ଦୁଇ ଜଣ ସାଧାରଣ ନାଗରିକ ଅଛନ୍ତି। ମୃତ ଶିଶୁଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ରେ ବୋଲି ବାଲି ସେ କହିଛନ୍ତି ଆବଶ୍ୟକ ପ୍ରକ୍ରିୟା ପରେ ମୃତକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ଆକ୍ରମଣକୁ ନିନ୍ଦା କରିବା ସହ ସହ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରି କରିଛନ୍ତି ।












Click it and Unblock the Notifications