Get Updates
Get notified of breaking news, exclusive insights, and must-see stories!

ଗାଜା ଉପରେ ଇସ୍ରାଏଲର ପୁଣି ବଡ଼ ଆକ୍ରମଣ, ୭୪ ମୃତ

ଗାଜାରେ ଇସ୍ରାଏଲର ସେନାର ଆକାଶ ମାର୍ଗରୁ ଆକ୍ରମଣରେ ପ୍ରାୟ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସମୁଦ୍ର କୂଳରେ ଥିବା ଏକ କାଫେରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖାଦ୍ୟ ସହାୟତା ପାଇବାକୁ ଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଗୁଳିବିନିମୟରେ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତ୍ୟେକ୍ଷଦର୍ଶୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି । କାଫେରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ବିନା କୌଣସି ଚେତାବନୀରେ ଏହି ଆକ୍ରମଣ କରାଯାଇଥିଲା ।

gaza

ଉତ୍ତର ଗାଜାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜରୁରୀକାଳୀନ ଏବଂ ଆମ୍ବୁଲାନ୍ସ ସେବାର ମୁଖ୍ୟ ଫାରେସ୍ ଆୱାଦ କହିଛନ୍ତି ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ସହ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ହସ୍ପିଟାଲ ଅନୁଯାୟୀ, ଗାଜା ସହରର ଏକ ରାସ୍ତାରେ ହୋଇଥିବା ଅନ୍ୟ ଦୁଇଟି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ମୃତାହତ ରେକର୍ଡ କରାଯାଇଛି। ଅଲ୍-ଆକ୍ସା ହସ୍ପିଟାଲ ଅନୁଯାୟୀ, ଜାୱାଇଦା ସହର ନିକଟରେ ଏକ କୋଠା ଉପରେ ଆକ୍ରମଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+