Get Updates
Get notified of breaking news, exclusive insights, and must-see stories!

ଉତ୍ତର ଚିଲ୍ଲୀରେ ୬.୩ ତୀବ୍ରତାର ଭୂକମ୍ପ ଝଟ୍‌କା

ଉତ୍ତର ଚିଲ୍ଲୀରେ ଭୟଙ୍କର ଭୂକମ୍ପ ଅନୁଭୂତ । ଭୂକମ୍ପର ତୀବ୍ରତା ୬.୪ । ଭୂକମ୍ପର କେନ୍ଦ୍ରସ୍ଥଳ ୭୬ କିଲୋମିଟର ଗଭୀରତା ବୋଲି ଜଣାପଡିଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକ ବାହାରକୁ ଦୌଡିଥିଲେ । ଭୂକମ୍ପ କାରଣରୁ କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତଥାପି ଏଥିରେ କୌଣସି ଜୀବନହାନୀ ଘଟିନାହିଁ ।

earthquaqe

ସୂଚନାନୁଯାୟୀ, ଭୂକମ୍ପର ଝଟକା ଅପରାହ୍ନ ୧ଘଣ୍ଟା ୧୫ ମିନିଟରେ ହୋଇଛି । ଫଳରେ ଭୂକମ୍ପ ଯୋଗୁଁ ୨୩ ହଜାରରୁ ଅଧିକ ଘର ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଏହା ପୂର୍ବରୁ ଚିଲ୍ଲୀରେ ୨୦୧୦ରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୮.୮ ରହିଥିଲା । ସେହି ଭୂକମ୍ପରେ ୫୨୬ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ ଶହଶହ ଲୋକ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+