Get Updates
Get notified of breaking news, exclusive insights, and must-see stories!

ଭେନେଜୁଏଲାରେ ୬.୧ ତୀବ୍ରତାର ଭୟଙ୍କର ଭୂମିକମ୍ପ, ଥରିଲା ପୂରା....

ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଆଫଗାନିସ୍ତାନ, ମିଆଁମାର ଏବଂ ତୁର୍କୀ ଭଳି ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ, ଗୁରୁବାର ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭିତ କରିଛି ।

earthquake hits northwest Venezuela

ଏଥିସହ ଉତ୍ତର-ପଶ୍ଚିମ ଭେନେଜୁଏଲାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ରିପୋର୍ଟ କରିଛି । USGS ଅନୁଯାୟୀ, ରାଜଧାନୀ କାରାକାସରୁ ୩୭୦ ମାଇଲ ପଶ୍ଚିମରେ ଥିବା ମେନେ ଗ୍ରାଣ୍ଡେରେ ଏହାର କେନ୍ଦ୍ରସ୍ଥଳ ଥିଲା । ଭେନେଜୁଏଲାର ସରକାର ତୁରନ୍ତ ଭୂମିକମ୍ପ ସମ୍ପର୍କରେ ସୂଚନା ପ୍ରକାଶ କରି ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+