Get Updates
Get notified of breaking news, exclusive insights, and must-see stories!

ଲିବିୟା ଉପକୂଳରେ ଡଙ୍ଗାବୁଡ଼ି ଘଟଣାରେ ୫୩ ଜଣ ନିଖୋଜ

ଲିବିୟା ଉପକୂଳରେ ଏକ ରବର ଡଙ୍ଗାରେ ଦୁଇଜଣ ଶିଶୁଙ୍କ ସମେତ ୫୩ ଜଣ ପ୍ରବାସୀ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଆନ୍ତର୍ଜାତିକ ପ୍ରବାସୀ ସଙ୍ଗଠନ - ଆଇ.ଓ.ଏମ୍‍. ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଉପକୂଳ ସହର ଜୁଆରାର ଉତ୍ତର ସମୁଦ୍ରାଞ୍ଚଳରେ ଡଙ୍ଗାଟି ବୁଡ଼ି ଯାଇଥିଲା । ୨ ଜଣ ନାଇଜେରିଆ ମହିଳାଙ୍କୁ ଲିବିୟା ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

dead in water

ଆଇ.ଓ.ଏମ୍‍. ପକ୍ଷରୁ କୁହାଯାଇଛି, କେବଳ ଜାନୁୟାରୀ ମାସରେ କେନ୍ଦ୍ରୀ ଭୂମଧ୍ୟସାଗର ଅଞ୍ଚଳରେ ଖରାପ ପାଗ ଯୋଗୁଁ ୩୭୫ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । କେବଳ ୨୦୨୫ ମସିହାରେ କେନ୍ଦ୍ରୀୟ ଭୂମଧ୍ୟ ସାଗରରେ ୧ ହଜାର ୩୦୦ରୁ ଅଧିକ ନୌଯାତ୍ରୀ ନିଖୋଜ ହୋଇଥିବା ଆଇ.ଓ.ଏମ୍‍. କହିଛି । ଲିବିୟା ଉପକୂଳରେ ଏହି ନୌକା ଦୁର୍ଘଟଣାକୁ ମିଶାଇ ୨୦୨୬ ମସିହା ୪୮୪ ଜଣଙ୍କ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଜଣାପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+