ତାଇୱାନରେ ୫.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ
ତାଇୱାନରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୫.୯ ଥିଲା। ସ୍ଥାନୀୟ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଭୂମିକମ୍ପ ବିଷୟରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ କୌଣସି ମୃତାହତର ଖବର ନାହିଁ। ୟୁନାଇଟେଡ ଷ୍ଟେଟ ଜିଓଲୋଜିକାଲ ସର୍ଭେ ମୁତାବକ, ତାଇୱାନରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ହୁଆଲିୟନ ସହର ଠାରୁ ୭୧ କିମି ଦୂର ୩୧ କିମି ଗଭୀରରେ ରହିଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।












Click it and Unblock the Notifications