ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୪.୯
ଆଜି ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୯ ରହିଥିବା ଜଣାପଡିଛି । ଏଥିସହିତ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏପର୍ଯ୍ୟନ୍ତ କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ପାକିସ୍ତାନର ବେଲୁଚିସ୍ତାନର ଚାଗାଇ ଜିଲ୍ଲାର ଡାଲବନ୍ଦିନ ନିକଟରେ ଶନିବାର ଅର୍ଥାତ୍ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ସ୍ଥାନୀୟ ସମାୟାନୁସାରେ ୧ଟା ୨୯ ମିନିଟରେ ୫.୨ର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଭୂକମ୍ପଟି












Click it and Unblock the Notifications