ଭୂମିକମ୍ପରେ ଥରିଲା ନେପାଳ , ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଶ ନେପାଳରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ପଶ୍ଚିମ ନେପାଳରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ଏଥିରେ ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

4 3 magnitude earthquake jolts western Nepal

ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୬ଟା ୩୩ କାଠମାଣ୍ଡୁରୁ ୪୫୦ କିଲୋମିଟର ପଶ୍ଚିମରୁ ଅଛାମ ଜିଲା ବଟୁଲାସୈନରେ ୪.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ମାର୍ଚ୍ଚ ୮ରେ ପଶ୍ଚିମ ନେପାଳର ବାଗଲୁଙ୍ଗ ଜିଲାରେ ମଧ୍ୟ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+