ନେପାଳରେ ଭୂକମ୍ପ: ୩୦ ମୃତ
Earthquake: ଭୂକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସକାଳ ୬ଟା ୩୫ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଲଗାତାର ୭ ଥର ଭୂମିକାମ୍ପ ଅନୁଭୂତ ହୋଇଥିଲା । ତେବେ ବଡ଼ ବଡ଼ କୋଠା ଭୁଶୁଡ଼ିବା ଫଲରେ ଚାପି ହୋଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା ସେହିପରି ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ନେଇ ସୂଚନା ରହିଛି ।













Click it and Unblock the Notifications