ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୩ ରୋଗୀ ମୃତ

ଜର୍ମାନୀର ଏକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ହସପିଟାଲରେ ୩ ଜଣଙ୍କ ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀ ରବିବାର ସୂଚନା ଦେଇଛନ୍ତି । ଖବର ମୁତାବକ, ଜର୍ମାନୀର ହମ୍ବର୍ଗ ସହରରେ ଥିବା ମେରୀନ କ୍ରୋକେନହାଉସ ହସପିଟାଲରେ ନିଆଁ ଲାଗିଯାଇଥିଲା ।

fire

ନିଆଁ ଭୂତଳରେ ଥିବା ବ୍ଦ୍ଧ ରୋଗୀଙ୍କ ୱାର୍ଡରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ୪ ମହଲା ବିଲିଡିଂ ହସପିଟାଲରେ ଧୂଆଁ ବ୍ୟାପିଯାଇତିଲା । ଫଳରେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ତେବେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+