୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅବଦୁଲ ରେହମାନ ମୃତ
Abdul Rehman Makki: ପାକିସ୍ତାନରୁ ରହିଛି ଏକ ବଡ଼ ଖବର । ୨୬/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆତଙ୍କବାଦୀ ଅବଦୁଲ ରେହମାନ ମୃତ । ସୂଚନା ଅନୁସାରେ, ପାକିସ୍ତାନରେ ହୃଦଘାତରେ ଅବଦୁଲ ରେହମାନ ମକ୍କିର ମୃତ୍ୟୁ ହୋଇଛି । ଆତଙ୍କୀ ସଂଗଠନ ଲଲ୍କର-ଏ-ତୋଇବାର ଉପ ମୁଖ୍ୟଥିଲା ଅବଦୁଲ । ସେହିପରି ମୁମ୍ବାଇ ୨୬/୧୧ ଆକ୍ରମଣ ପାଇଁ ପାଣ୍ଠି ଯୋଗାଇଥିଲା ଅବଦୁଲ ରେହମାନ ।













Click it and Unblock the Notifications