Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ୍‍ ଆକ୍ରମଣରେ ଗାଜାରେ ୨୩ ପାଲେଷ୍ଟେନିୟଙ୍କ ମୃତ୍ୟୁ

ଗାଜାରେ ଇସ୍ରାଏଲ୍‍ ଆକ୍ରମଣରେ ଅତି କମ୍‍ରେ ୨୩ ଜଣ ପାଲେଷ୍ଟେନିୟଙ୍କ ମୃତ୍ୟୁ ହୋଇଥିବା ନେଇ ସେଠାକାର ଡାକ୍ତରଖାନାଗୁଡ଼ିକ କହିଛନ୍ତି । ଇସ୍ରାଏଲ୍‍ ହମାସ୍‍କୁ ନୂତନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ ପାଇଁ ଅଭିଯୁକ୍ତ କରିବାର ଗୋଟିଏ ଦିନ ପରେ ଗାଜାର ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିଲା ।

gaza

ମୃତକଙ୍କ ମଧ୍ୟରେ ଦୁଇଟି ଭିନ୍ନ ପରିବାରର ଦୁଇ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାପଡ଼ିଛି । ଗାଜା ସହରର ଏକ ଥାନା ଉପରେ ବିମାନ ଆକ୍ରମଣ ଫଳରେ ଅତି କମ୍‍ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେଠାକାର ଏକ ଘରୋଇ ହସ୍ପିଟାଲ୍‍ର ନିର୍ଦ୍ଦେଶକ ମହମ୍ମଦ ଆବୁ ସେଲିନିୟା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+