୯୦ ମିନିଟରେ ୧୬ ଥର ସୂର୍ଯ୍ୟୋଦୟ; ନୂଆବର୍ଷକୁ ସ୍ବାଗତ କଲେ ମହାକାଶଚାରୀ ସୁନୀତା

ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍‌ ୱିଲମୋର ଏକ ନିଆରା ଢଙ୍ଗରେ ନବବର୍ଷ ୨୦୨୫ କୁ ସ୍ବାଗତ କରିଛନ୍ତି । ଉଭୟ ମହାକାଶଚାରୀ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିଥିବା ବେଳେ ସେମାନେ ୧୬ଥର ସୂର୍ଯ୍ୟୋଦୟ ଦେଖିଛନ୍ତି । ମହାକାଶରେ ୭୨ କ୍ରୁ ମେମ୍ବର ଏହି ନିଆରା ଅନୁଭବକୁ ଉପଭୋଗ କରିବା ନେଇ ISSର ଅଫିସିଆଲ X ସାଇଟ୍‌ରେ ମଧ୍ୟ ସୂଚନା ଦିଆଯାଇଛି ।

Astronaut Sunita welcomed the New Year
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+