ମଝି ସମୁଦ୍ରରେ ବୁଡ଼ିଲା ଜାହାଜ: ୧୬ ନିଖୋଜଙ୍କ ମଧ୍ୟରେ ରହିଛନ୍ତି ୧୩ ଭାରତୀୟ
16 Missing after oil tanker capsizes off Oman: ଓମାନରେ ମଝି ସମୁଦ୍ରରେ ତେଲ ଟ୍ୟାଙ୍କର ବୋଝେଇ ଜାହାଜ ବୁଡିବା ଫଳରେ ୧୬ ନିଖୋଜ ହୋଇଛନ୍ତି ଯାହାଙ୍କ ମଧ୍ୟରେ ରହିଛନ୍ତି ୧୩ ଭାରତୀୟ ରହିଥିବା ନେଇ ସୂଚନା ରହିଛି । ଜାହଜଟି ମଝି ସମୁଦ୍ରରେ ଓଲଟି ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରି ପତ୍ତା ମିଳିନାହିଁ । ଘଟଣାସ୍ଥଳକୁ ରେସକ୍ୟୁ ଟିମ୍ ପହଞ୍ଚି ଅପରେସନ ଆରମ୍ଭ କରିଛି । ଏନେଇ ସୂଚନା ଦେଲା ଓମାନ ସମୁଦ୍ର ସୁରକ୍ଷା କେନ୍ଦ୍ର ।













Click it and Unblock the Notifications